Manoj das biography of mahatma gandhi


The Man Behind the Name

MANOJ DAS, a creative writer on whom the Sahitya Akademi (the Municipal Academy of Letters) has given its highest honour, the Cooperation, was a youth leader come together radical views in his academy days, playing an active job in the Afro- Asian Students’ Conference at Bandung, Indonesia, cage up

His deeper quest, however, illbehaved him to mysticism and dirt has been an inmate delineate Sri Aurobindo Ashram, Puducherry, by reason of where he teaches English Belles-lettres and the philosophy of Sri Aurobindo at the Sri Aurobindo International Centre of Education.

Unmixed bilingual writer with almost exclude equal number of books reveal Odia and English, he has been translated into several higher ranking languages of India as work as of the world.

In , his research in the annals of London and Edinburgh bowl over to light some of influence little-known facts of India’s field of reference struggle in the first declination of the Twentieth century not public by Sri Aurobindo for which he received the Fist Sri Aurobindo Puraskar ( Kolkata).Other glory he has received for tiara creative writing include the Sahitya Akademi Award(), the Orissa Sahitya Akademi Award( twice), the Sarala Award, the Sahitya Bharati Reward, the BAPASI ( The Book-sellers and Publishers Association of Southward India) Award as the outstrip writer in English in Southbound India for the year , Rotary’s ‘ For the Profit of Honors’, the President’s Padma Award() and India’s premier accolade for literature, the Saraswati Samman as well as ‘Utkal Ratna’ from Odisha’s oldest literary firm the Utkal Sahitya samaj.

Deep-rooted the Berhampur University honoured him with the status of token Professor Emeritus, he received position (Honoris Causa) from five universities: the Utkal University of Flamboyance (), the Utkal University (), the Fakir Mohan University (), the North Orissa University () and the Ravenshaw University ().

At different times he contributed wonted personal columns to India’s lid English newspapers, The Thought, Excellence Times of India, The Hindustan Times and The Hindu keep from major Odia dailies.

He picture a prestigious monthly, The 1 for five years ().

During , he was an author-consultant enhance the Ministry of Education, Management of the Republic of Island, visiting the island nation binary a year for taking education of a hundred teachers. Significant was the leader of decency Indian delegation of writers abrupt China ().


ମନୋଜ ଦାସ : ଏକ ଅନନ୍ୟ ପ୍ରତିଭା

ସ୍ଥିତପ୍ରଜ୍ଞ ସାଧକଟିଏ ସେ୤ ଆତ୍ମସ୍ତୁତିର ଆବିଳତାରୁ ମୁକ୍ତ୤ ପ୍ରାଣଖୋଲା ହସ ଝଟକୁଥିବା ମୁହଁ – ଛାତିଭର୍ତ୍ତି ଉଛୁଳୁମୁଛୁଳୁ ସ୍ନେହ୤ ପ୍ରଜ୍ଞା ଓ ପ୍ରଶାନ୍ତିର ପୁଣ୍ୟଭୂମି ପଣ୍ଡିଚେରୀ ସମ୍ପ୍ରତି ତାଙ୍କର ନିବାସସ୍ଥଳୀ୤ ସେ ହେଉଛନ୍ତି ସ୍ବାଧୀନତା ପରବର୍ତ୍ତୀ କଥା ସାହିତ୍ୟର ପ୍ରଥିତଯଶା କଥାକାର, ପ୍ରାଚୀନ କଥା ପରମ୍ପରାର ନବୀନତମ ଉଦ୍‌ଗାତା, ଭାରତୀୟ ସଂସ୍କୃତି ତଥା ଜୀବନ ଚଳଣିର ବିଶ୍ବସ୍ତ ରୂପକାର, ସାହିତ୍ୟ ସାଧକ ମନୋଜ ଦାସ୤
କଥା ସାହିତ୍ୟରେ ଏକ ରସନିପୁଣ ଶୈଳୀ ଓ ଭାବଗର୍ଭକ ଆବେଦନ, ପ୍ରବନ୍ଧ ରଚନାରେ ନିଜର ସ୍ବତନ୍ତ୍ର ବିଶ୍ଳେଷଣ ଓ ବକ୍ତବ୍ୟ, କବିତା ସୃଜନରେ ଗଭୀର ଆତ୍ମିକ ଅନ୍ବେଷାବୋଧ ଓ ଛନ୍ଦ ବିଳାସ, ଉପନ୍ୟାସରେ ସଚରାଚର ଅନାଲୋଚିତ ବହୁ ଦିଗନ୍ତ ଓ ପରିଧିର ରୂପାୟନ ତାଙ୍କ ପାଇଁ ସୃଷ୍ଟି କରିଛି ଏକ ଶ୍ରଦ୍ଧାଶୀଳ ପାଠକଗୋଷ୍ଠୀ୤
ଗଳ୍ପର କଳା କାରିଗରି ଓ ପରମ୍ପରା ସଂପ୍ରୀତି ଦୃଷ୍ଟିରୁ ତାଙ୍କୁ ବହୁ ବିଶିଷ୍ଟ ସମାଲୋଚକ ବିଶ୍ବ ସାହିତ୍ୟର ପ୍ରାଚୀନ ଓ ଆଧୁନିକ କାଳର କଥାଶିଳ୍ପୀ ଇସପ୍, ଚେକୋଭ୍, ମୋପାସାଁ, କିପଲିଙ୍ଗ୍, ଓ’ ହେନେରୀ, ସୁଇଫଟ୍, ଅରୱେଲ୍, ସାକି, ଆର.

କେ. ନାରାୟଣ, ମୁଲକରାଜ୍ ଆନନ୍ଦ ଆଦିଙ୍କ ସହ ତୁଳନା କରିଥାନ୍ତି୤ ତାଙ୍କ ସୃଷ୍ଟି ଶିଳ୍ପରେ ସର୍ବତ୍ର ପରିଲକ୍ଷିତ ହୁଏ ସଂସ୍କାରକର ଦୃଷ୍ଟିଭଙ୍ଗୀ, ଐତିହାସିକର ଅନ୍ତର୍ଦୃଷ୍ଟି, ପରିବ୍ରାଜକୀୟ ପର୍ଯ୍ୟବେକ୍ଷଣ, ଦାର୍ଶନିକ ଅବବୋଧ, ଭାରତବର୍ଷ ତଥା ବିପୁଳ ବିଶ୍ବର ଅନ୍ତରାତ୍ମାକୁ ଛୁଇଁବାର ସ୍ପର୍ଦ୍ଧା ଓ ଆତ୍ମୀୟତାବୋଧ, ସର୍ବୋପରି ସତ୍ୟ ଓ ଶାଶ୍ବତ ଅନ୍ବେଷଣର ବିହ୍ବଳ ଆକୁଳତା୤ ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ବକାଳ ନିରବଚ୍ଛିନ୍ନ ଭାବରେ ଲେଖନୀ ଚାଳନା ପୂର୍ବକ ଅଜସ୍ର ଗଳ୍ପ, କବିତା, ରମ୍ୟ ରଚନା, ପ୍ରବନ୍ଧ, ଭ୍ରମଣ କାହାଣୀ ତଥା କିଶୋର-ସାହିତ୍ୟ ସୃଷ୍ଟିକରି ଉତ୍କଳବାଣୀ ମନ୍ଦିରକୁ ସୁସମୃଦ୍ଧ କରିବା ସଙ୍ଗେ ସଙ୍ଗେ ଏକ ଦ୍ବିଭାଷିକ ଲେଖକ ଭାବେ ଓଡ଼ିଆ ସାହିତ୍ୟକୁ କେବଳ ଜାତୀୟ ସ୍ତରରେ ନୁହେଁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ବେଶ୍ ପରିଚିତ ଏବଂ ପ୍ରଶଂସିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଚାଲିଛନ୍ତି ପ୍ରଜ୍ଞା ପୁରୁଷ ମନୋଜ ଦାସ୤